paroles de chanson / Babul Supriyo parole / Bada Dande Ratha Chaka Ghiri Ghiri Kala lyrics  | ENin English

Paroles de Bada Dande Ratha Chaka Ghiri Ghiri Kala

Interprète Babul Supriyo

Paroles de la chanson Bada Dande Ratha Chaka Ghiri Ghiri Kala par Babul Supriyo lyrics officiel

Bada Dande Ratha Chaka Ghiri Ghiri Kala est une chanson en langue indéterminée

ହାଏରେ ହାଏରେ ଶ୍ରୀମନ୍ଦିର ଖାଲି ଖାଲି ଲାଗିଲା
ଏ ହେ ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା
ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା ।
ଏ ପଟେ ଘରଣୀ କାନ୍ଦୁଚି ବାହୁନୀ ସେ ପଟେ କାଳିଆ କିଛି ତ ବୁଝିନି
ନ ଦିନ ପାଇଁ ଜଗା ପରଦେଶୀ ହେଲା
ଏ ହେ ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା
ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା ।(୨)ା
ଆଗରେ ଭିଡ ପଛରେ ଭିଡ ମଝିରେ ପଣ୍ଡା ବେତ ପାହାର
ହଁ କିଏ ହସୁଛି କିଏ କାନ୍ଦୁଚି ରଥରେ ଦେଖି କଳା ଠାକୁର ।
ଅଭଡା ହାଟରେ ଉଡିଲେ କାଉଲୋ ,ଆନନ୍ଦ ବଜାରେ କାହିଁକି ଚାହୁଁଲୋ
ନଅ ଦିନ ପାଇଁ ଜଗା ପରଦେଶି ହେଲା
ହେ ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା
ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା ।(୨)ା
ଘଂଟା ବାଜୁଛି ଶଂଖ ଶୁଭୁଚି ପାଗଳ ହେଇ କିଏ ନାଚୁଚି
ହଁ କିଏ ଭକତ ଦୂରୁ ଆସିଛି ଗଡୁନି ରଥ ରହିଯାଉଚି ।
ଚନ୍ଦନ ବରଷା ବରଷି ଯାଏ ଲୋ ମାଉସୀ ମନ୍ଦିର ପାଖେଇ ଆସେଲୋ
ନଅ ଦିନ ପାଇଁ ଜଗା ପରଦେଶୀ ହେଲା
ଏ ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା
ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା ।
ହାଏରେ ହାଏରେ ଶ୍ରୀମନ୍ଦିର ଖାଲି ଖାଲି ଲାଗିଲା
ଏ ହେ ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା
ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା ।
ଏ ପଟେ ଘରଣୀ କାନ୍ଦୁଚି ବାହୁନୀ ସେ ପଟେ କାଳିଆ କିଛି ତ ବୁଝିନି
ନ ଦିନ ପାଇଁ ଜଗା ପରଦେଶୀ ହେଲା
ଏ ହେ ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା
ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା (୨)
ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା ।(୨)ା
Droits parole : paroles officielles sous licence Lyricfind respectant le droit d'auteur.
Reproduction des paroles interdite sans autorisation.

Commentaires sur les paroles de Bada Dande Ratha Chaka Ghiri Ghiri Kala

Nom/Pseudo
Commentaire
Copyright © 2004-2024 NET VADOR - Tous droits réservés. www.paroles-musique.com
Connexion membre

Se connecter ou créer un compte...

Mot de passe oublié ?
OU
CREER COMPTE
Sélectionnez dans l'ordre suivant :
1| symbole en haut de la croix
2| symbole à gauche de la poubelle
3| symbole en haut de la loupe
grid grid grid
grid grid grid
grid grid grid