song lyrics / Rocky / Kaha Kahniki lyrics  | FRen Français

Kaha Kahniki lyrics

Performer Rocky

Kaha Kahniki song lyrics by Rocky official

Kaha Kahniki is a song in indeterminate language

Stai-- କହ କାହଁକି ତୋ ପାଖେ ଅଟକିଛି ପାଦ, ତୋ ଚେହେରା ନ ଦେଖିଲେ ଆସେନା ଆଖି ରେ ନିଦ.., 2th ସତାନା ଇଏ କଳ୍ପନା ଥରେ କହିଦେ ରେ ମିତ,,,,,,, !! 0!!Antra-- 1-ପଚାରିଲି ଯେତେ ହୃଦୟକୁ ମୋର, ଆଖିଠୁ ଅଲଗା ମୁ ହେଇ... ଏକେଉଁ ସମ୍ପର୍କ କହ ମୋତେ ଥରେ ସପନ ସହର କୁ ଯାଇ 2th ଏଇ ଆଖି ଲାଗେ ମିଛ, ମିଛ ଲାଗେ କାଇଁ ସତ ,,,,,, stai -କହ କାହଁକି ତୋ ପାଖେ ଅଟକିଛି ପାଦ, ତୋ ଚେହେରା ନ ଦେଖିଲେ ଆସେନା ଆଖି କୁ ନିଦ, ସତାନା ଇଏ କଳ୍ପନା ଥରେ କହିଦେ ରେ ମିତ,,,,,(stai-କହ କାହଁକି ତୋ ପାଖେ ଅଟକିଛି ପାଦ, ତୋ ଚେହେରା ନ ଦେଖିଲେ ଆସେନା ଆଖି କୁ ନିଦ, !!1!! ) Antra-- 2କହିଦେ ତୁ ଥରେ ମୋ ସପନେ ଆସି, ଯାହାକୁ କୋଜୁଚି ତୁ ସେଇ ଏଇ ମୋ ମନରେ ଯେତିକି ତୋ ସ୍ମୃତି, ରହିବ ଆମର ହେଇ...2 th ମନ ଲାଗେ କାଁଇ ମିଛ ମିଛ ଲାଗେ ସତ,,,,!!2!! Stai -କହ କାହଁକି ତୋ ପାଖେ ଅଟକିଛି ପାଦ, ତୋ ଚେହେରା ନ ଦେଖିଲେ ଆସେନା ଆଖିରେ ନିଦ.., 2th ସତାନା ଇଏ କଳ୍ପନା ଥରେ କହିଦେ ରେ ମିତ,,,,,,,, କହ କାହଁକି ତୋ ପାଖେ ଅଟକିଛି ପାଦ, ତୋ ଚେହେରା ନ ଦେଖିଲେ ଆସେନା ଆଖି କୁ ନିଦ, Liric--DD
Lyrics copyright : legal lyrics licensed by Lyricfind.
No unauthorized reproduction of lyric.

Comments for Kaha Kahniki lyrics

Name/Nickname
Comment
Copyright © 2004-2024 NET VADOR - All rights reserved. www.paroles-musique.com/eng/
Member login

Log in or create an account...

Forgot your password ?
OR
REGISTER
Select in the following order :
1| symbol at the top of the star
2| symbol to the left of the trash
3| symbol to the right of the heart
grid grid grid
grid grid grid
grid grid grid