song lyrics / Rituraj Mohanty / Tu Aa Re lyrics  | FRen Français

Tu Aa Re lyrics

Performer Rituraj Mohanty

Tu Aa Re song lyrics by Rituraj Mohanty official

Tu Aa Re is a song in indeterminate language

Verse 1
ରହି ପାରେ ନାହିଁ ତୋ ବିନା କାହିଁକି ଲଗେ ସବୁ ଫିକା ଫିକା ରେ
ତୋ ଭାବନା ରେ ମୁଁ ହଜିଯାଏ ତୋ ବିନା ମୁଁ ଏକା ଏକା ରେ

ପଢ଼ିଯା ତୁ ଆଉ ଥରେ ଲେଖିଛି ଆଖି କାନ୍ଥରେ
ଓଠ ଯାହା କହି ପାରେନା

ରହି ପାରେ ନାହିଁ ତୋ ବିନା କାହିଁକି ଲାଗେ ସବୁ ଫିକା ଫିକା ରେ
ତୋ ଭାବନା ରେ ମୁଁ ହଜିଯାଏ ତୋ ବିନା ମୁଁ ଏକା ଏକା ରେ

ଅନୁମତି ଦେଲେଥରେ , ରହିଯିବି ତୋ ପାଖରେ , ଆଉ କିଛି ସମୟ କୁ ଧରି ମୋ ହାତ ମୁଠାରେ , ହଜି ଯିବି ତୋ ଭିତରେ


ଆଉ ସପନରେ ନୁହେଁ ସତରେ
ହାତ ଦେଇଦେ ତୁ ମୋ ହାତରେ
ଥମି ଯିବ ଆଜି ଏଇ ସମୟ
ତୁ ଆ ରେ .. ଆ ରେ ... ଆ ରେ

Verse 2

ନିଜର ଏକା ତୁ ଲାଗୁ ମତେ ବାକି ଯେ ସବୁ ଅଜଣା
ସାଉଁଟି ଦେବି ହଜାରେ ଜହ୍ନ ପାପୁଲି ତୋର ମୋ ଅଗଣା

ଅଝଟିଆ ମନ କରୁଛି ଜିଦି , ତୋର
ହବ ସେ ଚାହିଁ ବସିଚି ,

ଏତେ ଦିନ ଗଲା ଚାଲି ହଁ ତୁ କହିବୁ ବୋଲି , ମରିଯିବି ତୋ ପ୍ରେମରେ
ଆଉ ସପନରେ ନୁହେଁ ସତରେ
ହାତ ଦେଇଦେ ତୁ ମୋ ହାତରେ
ଥମି ଯିବ ଆଜି ଏଇ ସମୟ
ତୁ ଆରେ ... ଆ ରେ .. ଆ ରେ
Lyrics copyright : legal lyrics licensed by Lyricfind.
No unauthorized reproduction of lyric.

Comments for Tu Aa Re lyrics

Name/Nickname
Comment
Copyright © 2004-2024 NET VADOR - All rights reserved. www.paroles-musique.com/eng/
Member login

Log in or create an account...

Forgot your password ?
OR
REGISTER
Select in the following order :
1| symbol at the bottom of the smiley
2| symbol at the top of the bulb
3| symbol at the top of the house
grid grid grid
grid grid grid
grid grid grid